ଏତେ ବୋରିଙ୍ଗ.ସେପେଟ ଚିଲେଇ ଚିଲେଇ ମୋଦିଙ୍କ ଫାଟି ଲାଣି ଚଂଟି. ହେଲେ ମଂଚ ଉପରେ ବସି ଢ଼ୋଲଉଛନ୍ତି ବିଧାୟକ .ନିଦରେ ଆଖି ବୁଜି ହୋଇଯାଉଛି .ଟିକେ ଭାଷଣ ବନ୍ଦ ହେଲେ ସେ ଶୋଇଯାଆନ୍ତେ .ହେଲେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ନା ବନ୍ଦ ହେଉଛି ନା ବିଧାୟକଙ୍କୁ ଟିକେ ଛୁଟି ମିଳୁଛି . ଏହାକୁ ଦେଖିବା ପରେ ଲାଗୁଛି ଲୋକେ କଣ ବିଜେପି ନେତାଙ୍କ ଭାଷଣ ଶୁଣିବାକୁ ଆସୁନାହାଁନ୍ତି ଏଠି ବିଧାୟକଙ୍କୁ ମଂଚରେ ନିଦ ଆସିଗଲାଣି . ମଂଚରେ ଢ଼ୋଲେଇ ଢ଼ୋଲେଇ ତାଙ୍କ ସମୟ ଯାଉଛି . ଏତେ ନିଦଯେ ସେ ଥରେ ଭାବୁ ନାହାଁନ୍ତି ତାଙ୍କୁ କେହି ଦେଖନ୍ତୁ ବା ନଦେଖନ୍ତୁ ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହେଉଛି ବୋଲି .ଜାଣିପାରିଲତ ଏହି ବିଧାୟକ ଜଣକ କିଏ ?ଏହେଉଛନ୍ତି ଭଟଲି ନୂଆ ବିଧାୟକ ଇରାସିସି ଆଶ୍ଚର୍ଯ୍ୟ .ଯାହାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି . ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ .
ତେବେ ନିକଟରେ ସେହିପରି ନିକଟରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସଭାରେ ଚେୟାର ଫାଙ୍କା ପଡ଼ିଥିଲା .ଲୋକସେତେଟା ଆସିନଥିଲେ .ଆଉ ଯେଉଁମାନେ ବସିଥିଲେ ସେମାନଙ୍କ ଭିତରୁ କିଏ ମୋବାଇଲ ଟିପୁଛନ୍ତି ତ ଆଉ କିଏ ଅନ୍ୟ ଆଡକୁ ଚାହିଁ ବସିଥିଲେ .ଯେମିତି ମୁଖ୍ୟମନ୍ତ୍ରୀ ଙ୍କ କଥା ସେମାନଙ୍କୁ ଭଲ ଲାଗୁନି .ସେମାନେ ନିଜ ନିଜ କଥାରେ ମସଗୁଲ ଥିଲେ .ତେବେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତ ସଭୟରେ ଅଲାରପୁର ଗ୍ରାମର କୁମାର ଉତ୍ସବରେ ଯୋଗ ଦେଇଥିଲେ .ଆଉ ସେଠାରେ କିଛି ଚେୟାର ଖାଲି ପଡ଼ିଥିଲେ . କିନ୍ତୁ ବର୍ତମାନ ଏହି ଦୃଶ୍ୟକୁ ଦେଖୀ ଲାଗୁଛି .କେବଳ, ଜନତା ନୁହଁନ୍ତି ନେତାଙ୍କ ବି ଭାଷଣ ଶୁଣିବାକୁ ଇଛା ନାହିଁ .