ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ଘୋଷଣା । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏବେ ନୂଆ ଗାଇଡଲାଇନ ଆସିବାକୁ ଯାଉଛି । ସେମାନଙ୍କ ପାଇଁ ପୁଣିଥରେ ଏକ ଗାଇଡଲାଇନ ଜାରି କରିବେ ମୋହନ ସରକାର । ଏନେଇ ଅପରାହ୍ନ 3ଟାରେ ଏକ ବୈଠକ ଅନୁଷ୍ଠିତ ହେବ । ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଘୋଷିତ ହୋଇଥିବା ଦୁଇ ଲକ୍ଷ ସତଷଠି ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ ଆଉ କେଉଁ ଆଧାରରେ ଓ କେମିତି ସେମାନଙ୍କର ଭେରିଫିକେସନ କରାଯିବ ସେ ନେଇ ନିଷ୍ପତ୍ତି ହେବ । ଏବଂ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବଶୀଘ୍ର ମିଳିବ ।
You can share this post!
author