ଯୋଗୀଙ୍କୁ ହତ୍ୟା ଧମକ

ଯୋଗୀଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ହତ୍ୟା ଧମକ । ମୁମ୍ବାଇ ପୋଲିସକୁ ଏନେଇ ଧମକପୂର୍ଣ୍ଣ ମେସେଜ ଆସିଥିବା ସୂଚନା ମିଳିଛି । ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ହତ୍ୟା କରିବାକୁ ଉତ୍ତର ପ୍ରଦେଶର ସମ୍ପୃକ୍ତ ମହିଳା ଧମକ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମହିଳା ଜଣଙ୍କୁ ହେପାଜତରେ ନେଇ ଅଧିକ ପଚାରଉଚାର ଜାରି ରଖିଛି ମୁମ୍ବାଇ ପୋଲିସ । ସୁଚନା ଅନୁଯାୟୀ ଶନିବାର ଦିନ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ହତ୍ୟା ଧମକ ଦେଇଥିଲେ ମହିଳା ଜଣଙ୍କ । ଏଥିସହ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ନେଇ ତାଙ୍କୁ ଧମକ ଦିଆଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *