ସାବାଡ ହେବେ ଅମାନିଆ ମୋ ବସ୍ ଡ୍ରାଇଭର

ସାବାଡ ହେବେ ଅମାନିଆ ମୋ ବସ୍ ଡ୍ରାଇଭର

ସାବାଡ ହେବେ ଅମାନିଆ ମୋ ବସ୍ ଡ୍ରାଇଭର । ମୋ ବସରେ ଲାଗିବ ସ୍ପିଡ ଗଭର୍ଣ୍ଣର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସହରରେ ଘଣ୍ଟା ପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ । ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ପଦକ୍ଷେପ । ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ରହିବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ ଯାଞ୍ଚ ହେବ ।

author

Related Articles

Leave a Reply

Your email address will not be published. Required fields are marked *