ରାଜ୍ୟ ରାଜନୀତିରେ ଦୁଇଟି ଚେହେରା ପ୍ରସାନ୍ତ ଜଗଦ୍ଦେବ ,ଅପରାଜିତା ଷଡ଼ଙ୍ଗୀ . ଦୁଇ ନେତାଙ୍କ କାମ ଯେମିତି କଥା ସେମତି . ଏବେ ଏମାନଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଲାଗିରହିଥାଏ . ତେବେ ବହୁ ଦିନ ପରେ ପୁଣି ଏକାଠି ନଜର ଆସିଛନ୍ତି ଦୁଇ ଟାଣୁଆ ନେତା . ଏହାପରେ ରିପୋର୍ଟର ଭାଇମାନେ ଏକାମ୍ର ପ୍ରକଳ୍ପକୁ ନେଇ କାମ କେବେ ଆରମ୍ଭହେବ ବୋଲି ସାଂସଦ ମ୍ୟାଡାଙ୍କୁ ପ୍ରଶ୍ନ ପଚାରୁଛନ୍ତି .ଏହାପରେ ସାଂସଦ ପାଖରେ ବସିଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଅନ୍ୟ ଏକ ପ୍ରକଳ୍ପ ବିଷୟରେ ପଚାରୁଛନ୍ତି ସେ ଉଗ୍ରତାର କହିବାପରେ .ଅପରାଜିତା ପ୍ରତିକ୍ରିୟା ରଖୁଛନ୍ତି . କହୁଛନ୍ତି ଆମେ ଦୁଇଟି ପ୍ରକଳ୍ପ ଉପରେ ଧ୍ୟାନ ଦେଉଛୁ .ପ୍ରଥମ ଟି ହେଉଛି ଏକାମ୍ର ପ୍ରୋଜେକ୍ଟ ,ଏହି ପୋଜେକ୍ଟ ବିଗତ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା .କିନ୍ତୁ ବହୁତ ମନ୍ଥର ଗତିରେ ଚାଲୁଥିଲା .ପରେ ଏହାର ସମୀକ୍ଷା କରାଗଲା .ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଜଣାଯାଇଥିଲା .କାର୍ଯ୍ୟ କରାଯାଉଛି ଏବେ ଶିଘ୍ର କାମ ହେଉ ସମୟ ସୀମା ଭିତରେ ଆମେ ଏହାକୁ ସାରିବୁ .
You can share this post!
author