ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ

ଗଜପତି ଜିଲ୍ଲା ମୋହନା ସରକାରୀ ହାଇସ୍କୁଲ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି l ମୋହନା ବିଡିଓ ରାଜୀବ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବିର୍ସା ମୁଣ୍ଡାଙ୍କୁ ସଦାସର୍ବଦା ମନେ ପକାଇବା ପାଇଁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ପାଳନ ହେଉଛି ବୋଲି କହିଥିଲେ l ଜନଜାତୀଙ୍କ ବିକାଶ ଓ ମୂଳଦୁଆ ପକାଇବା ପାଇଁ ଅଟଳ ବିହାରୀ ବାଜପେୟୀ ସରକାର ସ୍ବତନ୍ତ୍ର ମନ୍ତ୍ରାଳୟ ଆରମ୍ଭ କରିଥିଲେ l

author

Related Articles

Leave a Reply

Your email address will not be published. Required fields are marked *