ଟଙ୍କା ନେଣଦେଣ କୁ କେନ୍ଦ୍ରକରି ମହିଳା ଙ୍କୁ ଆକ୍ରମଣ

ଟଙ୍କା ନେଣଦେଣ କୁ କେନ୍ଦ୍ରକରି ମହିଳା ଙ୍କୁ ଆକ୍ରମଣ

ଆନନ୍ଦପୁର

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବିରଗୋବିନ୍ଦପୁର ଗାଁ ରେ ଜଣେ ମହିଳା ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି ା ଖବର ପାଇ ପୋଲିସ୍ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରି ଅଧିକ ତଦନ୍ତ କରୁଛି ା ଗାଁ ର ଚିତରଞ୍ଜନ ଦାସ ଙ୍କ ସହ ଅନ୍ଯଏକ ପରିବାର ସୁବିଧାର ଅସୁବିଧା ସମୟରେ ଟଙ୍କା ଧାର ଆକାରରେ ନେଣ ଦେଇ କରିଥାନ୍ତି |

ତେବେ ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ଯରେ ଝାମେଲେ ଲାଗି ରହିଥିବାବେଳେ ଥାନାରେ ମାମଲା ମଧ୍ଯ ରହିଛି ା ତେବେ ଆଜି ଚିତରଞ୍ଜନ ଙ୍କ ପତ୍ନୀ ମାନିନି ଟିଓ୍ବେଲ୍ କୁ ପାଣି ପାଇଁ ଯାଇଥିବା ସମୟରେ ପୂର୍ବ କଥାକୁ ନେଇ ପ୍ରତିପକ୍ଷ ପରିବାର ସହ ବଚସା ହୋଇଥିଲା ା ଏହି ସମୟରେ ପ୍ରତିପକ୍ଷ ପରିବାର ସଦସ୍ଯ ମାନେ ମାନିନିକୁ ମିଳିତ ହୋଇ ଆକ୍ରମଣ କରିଥିବା କହିଛନ୍ତି ସ୍ବାମୀ ଚିତରଞ୍ଜନ ||

author

Related Articles

Leave a Reply

Your email address will not be published. Required fields are marked *