ଅତାବିରା ଏନଏ ସିରେ ବାଜି ମାରିଲା ବିଜେଡି

ଅତାବିରା ଏନଏ ସିରେ ବାଜି ମାରିଲା ବିଜେଡି

ଅତାବିରା:

ଅତାବିରା ଏନଏ ସିରେ ବାଜି ମାରିଲା ବିଜେଡି | ଅତାବିରାରେ ମୋଟ ୧୨ ଟି ୱାର୍ଡରୁ ୧୧ ଟି ୱାର୍ଡରେ ବିପୁଳ ମାତ୍ରାରେ ବିଜୟ ହାସଲ କରିଛି ବିଜେଡି | ଅତାବିରାରେ ମୋଟ ୮୧ ପ୍ରତିଶତ ମତଦାନ ହୋଇଛି | ଅଧକ୍ଷ ପାଦ ପାଇଁ ମୋଟ ୧୨ଟି ୱାର୍ଡରେ ମତଦାନ ହୋଇଥିଲା | ଏହି ଏନଏ ସି ନିର୍ବାଚନରେ ଅଧକ୍ଷ ପାଦ ପାଇଁ ୪ ଜଣ ପ୍ରାର୍ଥୀ ଥିବାବେଳେ ମୋଟ ୪୧ ଜଣ କାଉନସିଲର ଥିଲେ | ସେପଟେ ସମସ୍ତ ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ତା କାରାଯାଇଛି | ଅତାବିରା ଏନଏ ସି ଅଧକ୍ଷ ପାଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *