ଝାରସୁଗୁଡା ଉପନିର୍ବାଚନ ପାଇଁ ଦାୟୀତ୍ୱ ବଣ୍ଟନ କଲା ବିଜେଡି

ଝାରସୁଗୁଡା ଉପନିର୍ବାଚନ ପାଇଁ ଦାୟୀତ୍ୱ ବଣ୍ଟନ କଲା ବିଜେଡି

ଝାରସୁଗୁଡା:

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ରଣନୀତି | ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲଟିରେ ଟପନିର୍ବାଚନ ପରିଚାଳନା ନେଇ ଦାୟୀତ୍ୱ ବଣ୍ଟନ କଲା ବିଜେଡି | ନେତାଙ୍କୁ ୪ଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲଟିର ଦାୟିତ୍ୱା ବଣ୍ଟନ କଲା ବିଜେଡି | କିରିମିରା ବ୍ଲକରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁ ଦାୟିତ୍ୱା ମିଳିଛି | କୋଲବିରା ବ୍ଲକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେରଙ୍କୁ ମିଳିଛି ଦାୟିତ୍ୱା | ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟିରେ ଉପନିର୍ବାଚନ ପରିଚାଳନା ନେଇ ଦାୟିତ୍ୱ ବଣ୍ଟନ କରାଯାଇଛି | ସେହିପରି ଝାରସୁଗୁଡା ବ୍ଲକରେ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ଦାୟିତ୍ୱା ମିଳିଥିବାବେଳେ ଲଇକେରା ବ୍ଲକରେ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଉପନିର୍ବାଚନ ଦାୟିତ୍ୱା ମିଳିଛି | ଏହାସହ ଝାରସୁଗୁଡା ମ୍ୟୁନିସିପାଲଟି ଦାୟୀତ୍ୱରେ ଅଛନ୍ତି ପ୍ରତାପ ଜେନା ଓ ପୁପ୍ପେନ୍ଦ୍ର ସିଂହଦେଓ | ଏହାସହ ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ ଝାରସୁଗୁଡା ମ୍ୟୁନିସିପାଲଟି ଦାୟିତ୍ୱ ମିଳିଛି |

author

Related Articles

Leave a Reply

Your email address will not be published. Required fields are marked *