ବନ୍ୟପ୍ରାଣୀ ଆକ୍ରମଣ ପାଇଁ କ୍ଷତି ପୂରଣ

ବନ୍ୟପ୍ରାଣୀ ଆକ୍ରମଣ ପାଇଁ କ୍ଷତି ପୂରଣ

ଭୁବନେଶ୍ୱର:

*ବନ୍ୟପ୍ରାଣୀ ଆକ୍ରମଣରେ ମୃତକଙ୍କ ପରିବାରକୁ ମିଳିବ ୬ ଲକ୍ଷ ଟଙ୍କା
*୬୦% ରୁ କମ ସ୍ଥାୟୀ ଅକ୍ଷମଙ୍କୁ ମିଳିବ ୧.୫୦ ଲକ୍ଷ ଟଙ୍କା
*୬୦% ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ୨.୫୦ ଲକ୍ଷ ଟଙ୍କା
*ଗାଈ ଓ ମଇଁଷି ମଲେ ୩୭,୫୦୦ ଟଙ୍କା
*ବଳଦ ମୃତ୍ୟୁ ପାଇଁ ୩୨,୦୦୦ ଟଙ୍କା
*ବାଛୁରୀ ମୃତ୍ୟୁ ପାଇଁ ୫୦୦୦ ଟଙ୍କା
*ଛେଳି, ମେଣ୍ଢାଙ୍କ ମୃତ୍ୟୁରେ ୪୦୦୦ ଟଙ୍କା
*ମେଣ୍ଢା ଛୁଆ ମୃତ୍ୟୁ କ୍ଷେତ୍ରରେ ୧୫୦୦ ଟଙ୍କା
*ଏକର ପିଛା ଫସଲ ହାନୀ କ୍ଷତିପୂରଣ ବଢ଼ିଲା
*ଧାନ ପାଇଁ ଏକର ପିଛା ମିଳିବ ୨୦ ହଜାର ଟଙ୍କା
*ଅର୍ଥକାରୀ ଫସଲ କ୍ଷତି ପାଇଁ ୨୫ ହଜାର ଟଙ୍କା

author

Related Articles

Leave a Reply

Your email address will not be published. Required fields are marked *