ଗୋଟିଏ ସିନ ପାଇଁ ୩୫ ଲକ୍ଷ

ଗୋଟିଏ ସିନ ପାଇଁ ୩୫ ଲକ୍ଷ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ସଲମାନ ଖାନଙ୍କୁ ନେଇ ନିର୍ମିତ ହେଉଛି ନୂଆ ଫିଲ୍ମି ‘ଟାଇଗର-୩’ | ଏହାର ଏକ ଆକ୍ସନ ସିନ ପାଇଁ ପ୍ରଯୋଜକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି | ‘ପଠାନ’ର ବମ୍ପର ସଫଳତା ପରେ ଯଶରାଜ ଫିଲ୍ମିସ ଏବେ ପଠାନ ଓ ଭାଇଜାନଙ୍କୁ ନେଇ ନିର୍ମାଣ କରୁଛି ଏହି ନୂଆ ଫିଲ୍ମି | ଯେଉଁଥିରେ ହୈ ଆକ୍ସନ ଡ୍ରାମା ରହିଛି | ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମିରେ କୌଣସି କଂପରମାଇଜ କରାଯିବନି ବୋଲି ପ୍ରଥମରୁ ସ୍ପଷ୍ଟ କରିଛନ୍ତି | ତେଣୁ ‘ପଠାନ’ ପରି ‘ଟାଇଗର-୩’ ମଧ୍ୟ ବକ୍ସ ଅଫିସରେ ବାଜିମାତ କରିବା ବୋଲି ସିନେ ସମୀକ୍ଷକ ମତ ଦେଉଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *