ବ୍ଲାକ ମୋମୋ

ବ୍ଲାକ ମୋମୋ

ଆଜିକାଲି ସବୁ ବୟସର ଲୋକଙ୍କର ପ୍ରିୟ ଖାଦ୍ୟ ଏବେ ମୋମୋ | କିଏ ଷ୍ଟିମ ମୋମୋ ପସନ୍ଦ କରୁଛନ୍ତି ତ ଆଉ କିଏ ଫ୍ରାଏଡ ମୋମୋ | ତେବେ ମୋମୋର ରଙ୍ଗ ଧଳା ବୋଲି ସମସ୍ତେ ଜାଣନ୍ତି | ଏବେ କିନ୍ତୁ କଲା ରଙ୍ଗର ମୋମୋ ମିଳୁଛି | ଅବଶ୍ୟ ଏହାକୁ ପୋଡି ଦେଇ କଳା କରାଯାଉଛି, ସେମିତି ନୁହେଁ | ଏହି ବ୍ଲାକ ମୋମୋକୁ କୁହାଯାଉଛି ‘ଚାରକୋଲ ମୋମୋ |’ ଏହାକୁ ବିଶେଷ ଭାବେ ଖାଈବାଯୋଗ୍ୟ ଅଙ୍ଗାରରେ ତିଆରି କରାଯାଇଥାଏ | ଏହି ମୋମୋ ନେପାଳ ରାଜଧାନୀ କାଠ ମାଣ୍ଡୁର ‘ସ୍ମୋକିଂ ୟାକ’ ରେସ୍ତୋରାଁରେ ମିଳିଥାଏ | ସାମାଜିକ ଗଣମାଧ୍ୟମରେ ବ୍ଲାକ ମୋମୋର ଏକ ଭିଡିଓକୁ ସେୟାର କରାଯିବ ପରେ ଏହା ସମସ୍ତଙ୍କ ନଜରକୁ ଆସିଛି | ଏହାକୁ ନେପାଳ ଫୁଡ ନାମକ ଇନଷ୍ଟା ପେଜ ସେୟାର କରିଛି | ମୋମୋର ଏଭଳି ଅଲଗା ରଙ୍ଗକୁ ଦେଖି ଲୋକମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *