ମା’ ହେବାକୁ ଯାଉଛନ୍ତି ଦିଶା

ମା’ ହେବାକୁ ଯାଉଛନ୍ତି ଦିଶା

ଛୋଟ ପରଦାରେ ଜଣେ ପରିଚିତ ଅଭିନେତ୍ରୀ ହେଲେ ଦିଶା ପରମାର | ତାଙ୍କୁ ଅନେକ ଧାରାବାହିକରେ ଦେଖିବାକୁ ମିଳିଥାଏ | ବର୍ତ୍ତମାନ ଦିଶାଙ୍କୁ ନେଇ କିଛି ନୂଆ ଖବର ଜଣ ପଡିଛି, ଯାହା ଦିଶାଙ୍କ ଫ୍ୟାନଙ୍କୁ ବେଶ ଖୁସି ଦେଇଛି | ଖବର ଟି ହେଲା ଦିଶା ମା ହେବାକୁ ଯାଉଛନ୍ତି | ଉଭୟ ଦିଶା ଓ ରାହୁଲ ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି | ଉଭୟଙ୍କ ଫ୍ୟାନ ଏଥିରେ ଶୁଭେଚ୍ଛା ଦେଇଛନ୍ତି | ଉଭୟଙ୍କ ଯୋଡିକୁ ଫ୍ୟାନ ମାନେ ସର୍ବଦା ଭଲପାଇବା ଦେଇଥାଆନ୍ତି | ଉଭୟଙ୍କ ଲଭ ଷ୍ଟୋରି ମଧ୍ୟ ବେଶ ଚର୍ଚ୍ଚା ସାଉଁଟି ଥିଲା | ରାହୁଲ ଦିଶାଙ୍କୁ ବିଗବସ ହାଉସ ଭିତରେ ପ୍ରପୋଜ କରିଥିଲେ | ଉଭୟ କପଲ ୨୦୨୧ରେ ବିବାହ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *