ପ୍ରକାଶ ପାଇଲା UPSC-୨୦୨୨ ରେଜଲ୍ଟ

ପ୍ରକାଶ ପାଇଲା UPSC-୨୦୨୨ ରେଜଲ୍ଟ

ନୂଆଦିଲ୍ଲୀ:

ଆଜି ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍-୨୦୨୨ ରେଜଲ୍ଟ । ମୋଟ୍ ୧୦୨୨ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସାଧାରଣ ବର୍ଗରେ ୩୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । UPSC-୨୦୨୨ ଟପ୍ପର ହୋଇଛନ୍ତି ଇଶିତା କିଶୋରୀ । ଟପ୍-୪ରେ ରହିଛନ୍ତି ୪ଜଣ ମହିଳା । ଦ୍ବିତୀୟରେ ଗରିମା ଲୋହିଆ, ତୃତୀୟରେ ଏନ୍. ଉମା ହାରଥୀ ଓ ଚତୁର୍ଥରେ ସ୍ମିତି ମିଶ୍ରା । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ରାଙ୍କ ଓ ତେଜସ୍ବିନୀ ବେହେରା ୫୧୬ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *