ଭାଇଜାନ ଙ୍କ ପ୍ରଶଂସକ

ଭାଇଜାନ ଙ୍କ ପ୍ରଶଂସକ

ବଲିଉଡର ଭାଇଜାନ ଓରଫ ସଲମାନ ଖାନଙ୍କ ପ୍ରଶଂସକ ଆଗ୍ରହର ସହ ତାଙ୍କ ଅଭିନୀତ ‘ଟାଇଗର-୩’କୁ ଅପେକ୍ଷା କରିଛନ୍ତି | ଯେଉଁଥିରେ ଭାଇଜାନ ନୂଆ ଅବତାରରେ ଆସୁଛନ୍ତି | କିଛି ଦିନ ପୂର୍ବରୁ ଭାଇଜାନଙ୍କ ଅଭିନୀତ ‘କିସିକା ଭାଇ କିସିକି ଜାନ’ରେ ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିବା ସହ ଫିଲ୍ମକୁ ଢେର ସାରା ଭଲପାଇବା ଦେଇଥିଲେ | ଯେଉଁଥିପାଇଁ ବକ୍ସ ଅଫିସରେ ଏହା ଏକପ୍ରକାର ବାଜିମାତ କରିଥିଲା | ପୁଣି ଥରେ ଭାଇଜାନ ନୂଆ ଅବତାର ନେଇ ଆସୁଥିବାରୁ ତାଙ୍କ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଉଛନ୍ତି | ଏହି ଫିଲ୍ମି ପୁଣିଥରେ ସୁପର ଡୁପର ହିଟ ହେବ ବୋଲି ବି ଉଲ୍ଲେଖ କରିଛନ୍ତି | ଏସବୁ ଭାଇଜାନଙ୍କୁ ଉଲ୍ଲସିତ କରିଛି |

author

Related Articles

Leave a Reply

Your email address will not be published. Required fields are marked *