ସ୍ତ୍ରୀର ଓଢଣିରେ ଝୁଲିପଡିଲେ ସ୍ୱାମୀ..

ରାଜଧାନୀରେ ଅଭାବନୀୟ ଘଟଣା। ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ଓଢ଼ଣୀରେ ଝୁଲିପଡ଼ିଲେ ସ୍ଵାମୀ । ମୃତ ସ୍ବାମୀଙ୍କ ନାମ ପ୍ରକାଶ ସାମଲ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନା ରଶ୍ମି ସାମଲ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି ଘଟଣା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହେଇନାହିଁ ! ପୋଲିସ ର ତଦନ୍ତ ପରେ ଏହା ଜଣାପଡିବ !#bhubneswar#reonews#odisah.

author

Related Articles

Leave a Reply

Your email address will not be published. Required fields are marked *