ଆସନ୍ତୁ ଜାଣିବା ମେଥି ପାଣିର ଉପକାରିତା !

ମେଥିରେ ଭିଟାମିନ୍ ବି କମ୍ପ୍ଲେକ୍ସ, ଜିଙ୍କ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଯାହା କେଶ ଏବଂ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ,

ଉପକାରିତା :

୧- ମେଥିଦାନକୁ ରାତିସାରା ପାଣିରେ ଭିଯାନ୍ତୁ ! ସଖାଳେ, ଏହି ଜଳକୁ ଏକ ପତ୍ରରେ ଛାଣି ନିଅନ୍ତୁ ! ଏହି ପାଣିକୁ କେଶରେ ଭଲଭାବେ ଲଗାନ୍ତୁ ! ୩୦ରୁ୪୦ ମିନିଟ ପରେ କେଶକୁ ସାଧାରଣ ପାଣିରେ ଧୋଇଦିଅନ୍ତୁ !
୨- ଭିଜାଇ ଦିଆଯାଇଥିବା ମେଥିଦାନରୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ସିଧାସଳଖ କେଶ ଏବଂ ତ୍ୱଚାରେ ଲଗାନ୍ତୁ ! ୨୦ରୁ୩୦ ମିନିଟ ପରେ ଧୋଇଦିଅନ୍ତୁ !

ସତର୍କତା : କିଛି ଲୋକ ମେଥି ଦାନାରେ ଆଲର୍ଜିର ଶିକାର ହୋଇପାରନ୍ତି !ତେଣୁ ଏହାକୁ ପ୍ରଥମ ଥର ବ୍ୟବାହାର କରିବା ସମୟରେ ସତର୍କ ରୁହନ୍ତୁ !

author

Related Articles

Leave a Reply

Your email address will not be published. Required fields are marked *