ପାକିସ୍ତାନ ପେସର ଓ ରୋହିତଙ୍କ ମୁକାବିଲା…..!

ଶନିବାର ଏସିଆ କପର ଭାରତ ପାକିସ୍ତାନ ମୁକାବିଲା ପୂର୍ବରୁ ଦୁଇ ଦଳ ନିଜ ନିଜ ରଣକୌଶଳରେ ବ୍ୟସ୍ତ ରହିଛନ୍ତି I
ପାକିସ୍ତାନ ପେସ ତ୍ରିମୁର୍ତ୍ତିକୁ କିଭଳି ମୁକାବିଲା କରାଯିବ ବୋଲି ପ୍ରଶ୍ନ ହେବାରୁ ରୋହିତ ଶର୍ମା ଏହାକୁ ଖୋଲା ଖୋଲି କହିନଥିଲେ ! କିନ୍ତୁ ପରୋକ୍ଷରେ ପ୍ରକାଶ କରିଥିବା ପାକିସ୍ତାନ ପରାକ୍ରମୀ ପେସ ବୋଳିଙ୍କୁ ଆମ ବ୍ୟାଟର ସେମାନଙ୍କ ଅଭିଜ୍ଞାତା ବଳରେ ମୁକାବିଲା କରିବେ ! ଆମ ଦଳର ସାହିନ ସାହା ଆଫ୍ରିଦି , ନସିମ ସାହା ,ହରିସୀ ରଫା ନାହାନ୍ତି !

ପାକିସ୍ତାନ ବିପକ୍ଷ ମୁକାବିଲା ସମ୍ପର୍କରେ ରୋହିତ କହିଥିଲେ ! ପ୍ରତିଦ୍ବନ୍ଦିତା କଥା ଲୋକଙ୍କ ଆଲୋଚନାରେ ସୀମିତ ଥାଏ ! ଗୋଟିଏ ଦଳ ଭାବେ ଆମ ଆଗରେ ଆସନ୍ତାକାଲି ଆଉ ଗୋଟିଏ ଦଳ ରହିଛି ! ପଡିଆରେ ଠିକ କରାଯିବା ସମ୍ପର୍କରେ ସମସ୍ତେ ଅବଗତ ପ୍ରତିଯୋଗିତାରେ ମୋଟ ୬ଦଳ ରହିଛନ୍ତି ! ପ୍ରତି ଦଳ ପରସ୍ପରକୁ କୌଣସି ଦିନ ହରେଇବାର କ୍ଷମତା ରଖନ୍ତି ! ବହୁ ପରିଶ୍ରମ କରି ଭଲ ଖେଳିଥିବା ପାକିସ୍ତାନ ଏବେ ବିଶ୍ୱର ଏକ ନମ୍ବର ଦଳ ହୋଇପାରିଛି !ଏହି ଦଳ ସାହା ପୁଣିଥରେ ଫାଇଲନ ଖେଳିବା ସମ୍ଭାବନାକୁ ମଧ୍ୟ ରୋହିତ ଏଡାଇ ଦେଇନଥିଲେ !

ଏହା ଆଉ ଟ୍ୱେଣ୍ଟି -20 ମୁକାବିଲା ହୋଇନଥିବାରୁ ପ୍ରତି ଖେଳାଳି ନିଜ ସ୍ୱାଭାବିକ ଖେଳ ଖେଳିପାରିବେ ! ଦଳୀୟ ଯୋଜନା ମଧ୍ୟ ସେମାନଙ୍କୁ ଜଣା ଅଛି ପରିସ୍ଥିତି ଅନୁସାରେ ଖେଳିବାରେ ଖେଳିବା ସବୁଠାରୁ ଗୁରୁତ୍ୱପୂର୍ଣ ହେବ ବୋଲି ରୋହିତ ପ୍ରକାଶ କରିଥିଲେ l

author

Related Articles

Leave a Reply

Your email address will not be published. Required fields are marked *