ବକ୍ସ ଅଫିସିରେ ଧମାଲ କରୁଛି ଫିଲ୍ମ ‘ଖୁସି’

ବକ୍ସ ଅଫିସିରେ ଧମାଲ କରୁଛି ଫିଲ୍ମ ‘ଖୁସି’

4,09,23 Reo news :-। ଦୁହେଁଙ୍କ ପ୍ରେମ କାହାଣୀକୁ ନେଇ ଗଠିତ ଚଳଚିତ୍ର ଖୁସିକୁ ଦେଖିବାକୁ ଦର୍ଶକମାନେ ଆଗ୍ରହୀ ଥିବା ଜଣାପଡିଛି । । ଫିଲ୍ମର ଗୀତ ତଥା ଆକ୍ଟଙ୍ଗକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମଟି ପ୍ରଥମ ଦିନରୁ ୧୫.୨୫ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମଟି ୩ ଦିନ ମଧ୍ୟରେ ୩୬.୧୫ କୋଟି ଟଙ୍କା ଆୟ କରିଥିବା ସୂଚନା ମିଳିଛି । ଦୁହେଁଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ । ତାଙ୍କର ଆଗାମୀ ଚଳଚିତ୍ରଙ୍କୁ ନେଇ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

ଫିଲ୍ମକୁ ନେଇ ନିର୍ଦ୍ଦେଶକ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମଟି ଆଗକୁ ଆହୁରି ଅଧିକ ଆୟ କରିବ ବୋଲି ଆଶା ରଖାଯାଇଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ବିଜୟ ଦେବରାକୋଣ୍ଡା ଥିବାବେଳେ ସମାନ୍ଥା ପ୍ରଭୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ସହ ସଚିନ କେଦାରକର, ଶରଣ୍ୟା, ମୁରଲୀ ଶର୍ମା, ଲକ୍ଷ୍ମୀ, ରୋହଣୀ ଆଦି ଅଭିନେତା ମାନଙ୍କୁ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *