କେମିତି ଚମକିବ ତ୍ୱଚା ?

ଗ୍ଲୋଇଂ ସ୍କିନ ପାଇଁ ସ୍କିନକୁ ଉତ୍ତମ ପୋସନାର ଅବଶକ୍ୟତା ଥାଏ ! ଏଥିପାଇଁ ଅନେକ ପନିପରିବା ଖାଇବା ଆବଶକ୍ୟ ! ଯାହା ପୋଷଣ ଯୋଗେଇବ ସହ ସ୍କିନକୁ ଗ୍ଲୋ କରିବ !

କାକୁଡି – କାକୁଡିରେ ପ୍ରଚୁରମାତ୍ରାରେ ପାଣି ରହିଥିଏ ! ଏହା ଚର୍ମ କୁ ହାଇଡ୍ରେଡ଼ ରଖେ ! ଏହାର ଆଣ୍ଟି ଇନ୍ଫ୍ଲମେଟୋରି ଗୁଣ ଅଛି ! ଏହାକୁ ଖାଇବା ଦ୍ୱାରା ତ୍ୱଚାକୁ ଆରମ୍ଭ ମିଳିଥାଏ ! ଏହା ସଶିରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ! କାକୁଡିକୁ ବିଉଟି ପଦସ୍ତ ଭାବେ ବେବହାର କରାଯାଆ ! ଆଖିରେ କାକୁଡ଼ିଖଣ୍ଡ ମଧ୍ୟ ରଖିପାରିବେ ! ଫଳରେ ଏହା ଆଖିକୁ ଆରମ ଦେଇଥାଏ !

ଉପଚାର – କ୍ୟାପିସିକାମ ଭିଟାମିନ-ସି ପରିମାଣ ଅଧିକ ରହିଥାଏ ! ଏହା ଚର୍ମକୁ ଗ୍ଲୋ କରିବା ସହ ୟଙ୍ଗ ରଖିଥାଏ !

author

Related Articles

Leave a Reply

Your email address will not be published. Required fields are marked *