‘ଜୱାନ’ ସୁନ୍ଦରୀଙ୍କ ଜଲୱା

‘ଜୱାନ’ ସୁନ୍ଦରୀଙ୍କ ଜଲୱା


ଟଲିଉଡର ହଟ ନାୟିକା ତଥା ଫିଲ୍ମ ଜୱାନର ସୁନ୍ଦରୀ ନାୟିକା ନୈନତାରା । ନିଜର ଲୁକ ପାଇଁ ସବୁବେଳେ ଆଗରେ ରହୁଥିବା ନୈନତାର ଶାହାରୁଖ ଖାନଙ୍କର ଜୱାନ ଫିଲ୍ମରେ ନଜର ଆସିଛନ୍ତି । ଫିଲ୍ମ ଜୱାନକୁ ନେଇ ସେ ଏବେ ବେଶ ଚର୍ଚ୍ଚାରେ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଇନଷ୍ଟାଗ୍ରାମକୁ ଆସିବାର ୧୦ ଘଣ୍ଟା ଭିତରେ ସେ ୧ ମିଲିନିୟ ଫଲୋୟର୍ସ ହାସଲ କରିଛନ୍ତି । ବଲିଉଡର ହିଟ ନାୟିକା ମାନଙ୍କୁ ପଛରେ ପକାଇ ଦେଇଛନ୍ତି ନୈନତାରା । ଫିଲ୍ମ ଜୱାନରେ ସେ ନାୟକ ଶାହାରୁଖ ଖାନଙ୍କ ବିପରୀତରେ ଦେଖିବାକୁ ମିଳିଛି । ଏହା ସହ ଅନ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳିଛି । ତେବେ ନୈନତାରଙ୍କ ଇନଷ୍ଟାଗ୍ରାମ ଫଲୋୟର୍ସ ୨୫ ଲକ୍ଷ ଟପିଲାଣି ।

author

Related Articles

Leave a Reply

Your email address will not be published. Required fields are marked *