ଜି-୨୦ ର ଅତିଥି ଙ୍କ ପାଇଁ ୧୫ ହଜାର ଚାନ୍ଦିରୂପା ର ବାସନ

ଜି-୨୦ ର ଅତିଥି ଙ୍କ ପାଇଁ ୧୫ ହଜାର ଚାନ୍ଦିରୂପା ର ବାସନ

ଭାରତ ର ରାଜଧାନୀ ଦିଲ୍ଲୀ ରେ ଆସନ୍ତା ୯ ତାରିଖରେ ଆରମ୍ଭ ହେବାକୁଯାଉଛି ଜି-୨୦ ଶିଖର ସମ୍ମିଳନୀ I ଏଥିରେ ବିଭିନ୍ନ ଦେଶ ର ରାଷ୍ଟ୍ରମୁଖ୍ୟ ଓ ଅଧିକାରୀ ମାନେ ଦିଲ୍ଲୀ ରେ ପଂହଁଚୁଛନ୍ତି I ତାଙ୍କର ଅତିଥି ସତ୍କାର ଠିକ ଭାବେ କରିବା ପାଇଁ ମୋଦି ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି I ବିଦେଶର ରାଷ୍ଟ୍ର ମୁଖ୍ୟଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେତିକି ଚିନ୍ତିତ ସେମାନଙ୍କ ଆତିଥ୍ୟତା ପାଇଁ ମୋଦୀ ସେତିକି ତତ୍ପର ଅଛନ୍ତି । ଅତିଥିଙ୍କ ଖାଇବାପିଇବାର ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ର ଆୟୋଜନ କରିଛନ୍ତି । ହୋଟେଲରେ ସ୍ୱତନ୍ତ୍ର ବ୍ୟଞ୍ଜନ ସହ ଖାସ୍ କଟଲେରୀ ସେଟ୍ ସଜ୍ଜିତ କରି ରଖାଯାଇଛି । ଅତିଥିଙ୍କୁ ଚାନ୍ଦିରୂପା ଓ ସୁନାର ବାସନରେ ଖାଇବାକୁ ଦିଆଯିବାକୁ ବ୍ୟବସ୍ଥା ହୋଇଛି, ଯେଉଁଥିରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *