ଅକ୍ଟୋବର ୪ରୁ ୧୦ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା

ଅକ୍ଟୋବର ୪ରୁ ୧୦ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା


ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଚଳିତ ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷା ଆସନ୍ତା ମାସ ଅକ୍ଟୋବର ୪କୁ ଘୁଂଚା ଯାଇଛି । ଏହି ଷାଣ୍ମାସିକ ପରୀକ୍ଷା ଅକ୍ଟୋବର ୪ ରୁ ଆରମ୍ଭ ହୋଇ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅକ୍ଟୋବର ୪ ଭାଷା ଓ ୨ୟ ସିଟିଂ ଇଂରାଜୀ
ଅକ୍ଟୋବର ୫ ଗଣିତ
ଅକ୍ଟୋବର ୬ରେ ବିଜ୍ଞାନ
ଅକ୍ଟୋବର ୭ ସାମାଜିକ ବିଜ୍ଞାନ ଓ ୨ୟ ସିଟିଂ ସଂସ୍କୃତ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ସୂଚନା ଦିଆଯାଇଛି । ସୂଚନାନୁସାରେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ଛାତ୍ରଛାତ୍ରୀ ମାନେ ନିଜ ନିଜ ସ୍କୁଲରେ ଦେବେ । ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ ପକ୍ଷରୁ ସ୍କୁଲକୁ ଦିଆଯିବ । ପରୀକ୍ଷା ପରେ ନିଜ ନିଜ ସ୍‌ୁଲରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *