ଚୁଟି ପାଚିବାର ମୁଖ୍ୟ କାରଣ କଣ ?

ଚୁଟି ପାଚିବାର ମୁଖ୍ୟ କାରଣ କଣ ?


ଆଜିକା ଯୁବପିଢୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଅନେକ ସମସ୍ୟା । ସେଥି ମଧ୍ୟରୁ ଚୁଟି ପାଚିବା ଏକ ବଡ ସମସ୍ୟା । ଏହି ଚୁଟି ପାଚିବା ସମସ୍ୟାକୁ ନେଇ ଚିନ୍ତାରେ ଯୁବପିଢୀ । ତେବେ ଆସନ୍ତୁ ଜାଣିବା କାହିଁକି କମ ବୟସରୁ ଚୁଟି ପାଚିଯାଏ ? ଚୁଟି ପାଚିବାର ଅନେକ କାରଣ ରହିଛି ଏସବୁ ଦିଗପ୍ରତି ଧାନ ଦେଲେ ଚୁଟିପାଚିବାରୁ ମୁକ୍ତି ପାଇପାରିବେ । ତେବେ ଧୂମପାନ ଓ ବିଭିନ୍ନ ପ୍ରକାରର କଲର, ସାମ୍ପୁ ଓ ହେୟାର ପ୍ରଡକ ବ୍ୟବହାର କରିବା ଚୁଟି ପାଚିଯାଏ । ମାନସିକ ଚାପ ଚୁଟି ପାଚିବାର ମୁଖ୍ୟ କାରଣ । ଶରୀର ଚାପରେ ଥିଲେ ଚୁଟିକୁ କଳା କରୁଥିବା କୋଶ ମରିଯାଏ । ଶରୀରରେ ଅଧିକ ରୋଗ ଥିଲେ ମଧ୍ୟ ଚୁଟି ପାଚେ । ଶରୀରରେ ଭିଟାମିନ ବି୬, ଡି, ଓ ଇର ଅଭାବରୁ ଚୁଟି ପାଚେ । ଇଣ୍ଡର ଜର୍ଣ୍ଣଲ ଅଫ ଟ୍ରାଇକୋଲୋଜିର ଅଧ୍ୟୟନନୁସାରେ ୨୫ ବର୍ଷରୁ କମ ଭାରତୀୟ ଯୁବପିଢୀ ଏହି ସମସ୍ୟା ସହ ଜଡିତ । ଶରୀରରେ ସେରମ ଓ ଫେରିଟିନର ଅଭାବରୁ ଆଇରନ ଷ୍ଟୋର ହୋଇ ରହିଥାଏ ଯାହା ଚୁଟି ପାଚିବାର ମୁଖ୍ୟ କାରଣ ।

author

Related Articles

Leave a Reply

Your email address will not be published. Required fields are marked *