ପିଲାବେଳୁ ଦେଖୁଥିବା ସ୍ୱପ୍ନକୁ ସାକାର କରିଛନ୍ତି ୧୯ ବର୍ଷୀୟା କୋକୋ ଗଫ୍ । ପିଲାବେଳୁ ବାପା, ମା’ଙ୍କ ସହ ୟୁଏସ୍ ଓପନ୍ ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ ଆସୁଥିଲେ ଗଫ୍ । ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ୍ ହୋଇଛନ୍ତି । ପ୍ରଥମେ ଗଫଙ୍କ ପ୍ରଦର୍ଶନ ଥିଲେ ବି ପରେ ପରେ ସେ ଟୁର୍ଣ୍ଣାମେଣ୍ଟକୁ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇଥିଲେ । ଶେଷରେ ଆର୍ୟାନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ପଏଣ୍ଟରେ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଏଥିରେ ଗଫଙ୍କୁ ୨୫ କୋଟିର ପୁରସ୍କାର ରାଶି ସହ ଟ୍ରଫି ମିଳିଛି । ନିଜର ସଫଳତା ପାଇଁ ଗଫ୍ ବାପା , ମା’, ଜେଜେ ବାପା, ଜେଜେ ମା’ ଙ୍କୁ ଶ୍ରେୟ ଦେଇଛନ୍ତି ।
You can share this post!
author
Related Articles
ପ୍ରଥମେ କାଣ୍ଡ କର ପରେ କ୍ଷମା ପ୍ରାର୍ଥନା
- September 24, 2024
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେଲେ ଗୌତମ ଗମ୍ଭୀର
- July 10, 2024
କହୁ କହୁ ବଡ କଥା କହିଦେଲେ ମୋଦି…
- July 1, 2024