ଆଜି ପୁରୀ ରୁ ତାଳଚେର ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଆଜି ପୁରୀ ରୁ ତାଳଚେର ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଚଳିତ ବର୍ଷ ମେ 18 ତାରିଖରୁ ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭ ହୋଇଥିଲା । ଏହା ପୁରୀ ରୁ ହାୱଡା ପର୍ଯ୍ୟନ୍ତ ଚାଲିଥିଲା । ଆଜି ଓଡିଶାରେ ଦିତ୍ୱୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ । ପୁରୀରୁ ତାଳଚେର ରେ ଟ୍ରାଏଲ ରନ୍ କରାଯିବାର ରହିଛି । ଟ୍ରାଏଲ ରନ ସମୟରେ ଖୋର୍ଦ୍ଧା,ପୁରୀ,କଟକ ଓ ଢେଙ୍କାନାଳ ଷ୍ଟେସନ ରେ 2 ମିନିଟ ଲେଖାଏଁ ରହିବ । ଏହି ଟ୍ରେନ ସକାଳ 9.30 ରେ ପୁରୀ ରୁ ବାହାରି ଦିନ 12.30 ରେ ତାଳଚେର ରେ ପହଁଞ୍ଚିବ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ରେ ଶୁଭାରମ୍ଭ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *