ଆଜି ଅପରାହ୍ନରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ଆଜି ଅପରାହ୍ନରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା


ଏସିଆ କପ ସୁପର-୪ରେ ଗତ ରବିବାରଠୁ ଭାରତ ବ୍ୟାକ ଟୁ ବ୍ୟାକ ମ୍ୟାଚ ଖେଳି ଚାଲିଛି । ବର୍ଷା କାରଣରୁ ଭାରତ-ପାକିସ୍ତାନ ମ୍ୟାଚ ସ୍ଥଗିତ ରହିନ୍ସାମବାର ଦିନ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ୨୨୮ ରନର ବ୍ୟବଧାନରେ ଭାରତ ବିଜୟୀ ହୋଇଥିଲା ଭାରତ ଟିମର ଦୁଇ ଜଣ ଉପନର ବିରାଟ ଓ କେ ଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ପାକିସ୍ତାନ ବିପକ୍ଷରେ ୩୫୭ର ବଡ ସ୍କୋର କରିପାରିଛି । କୁଲଦୀପ ଯାଦବଙ୍‌କର ଦମଦାର ବୋଲିଂ ଫଠରେ ପାକିସ୍ତାନ ଟିମ ସକ୍ଷମ ହୋଇପାରିନଥିଲା ସ୍କୋର କରିବାକୁ । ତେବେ ଆଜି ମଙ୍ଗଳବାର କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ ଖେଳାଯିବ । ଭାରତ ନିଜର ବିଜୟର ଧାରାକୁ ଜାରି ରଖିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

author

Related Articles

Leave a Reply

Your email address will not be published. Required fields are marked *