ଅଯୋଧ୍ୟା ରେ ରାମ ଜନ୍ମଭୂମି ର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ରାମ ମନ୍ଦିରର ସୁରକ୍ଷାରେ ନିୟୋଜିତ ହେବେ SSF ଟିମ୍ । ଉତ୍ତରପ୍ରଦେଶ ସରକାର ନିକଟରେ ପିଏସି ଓ ପୁଲିସ ଯବାନଙ୍କୁ ମିଶ୍ରଣ କରି ଏହି ନୂଆ ଫୋର୍ସର ଗଠନ କରିଛନ୍ତି । ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡିକର ସୁରକ୍ଷା ପାଇଁ ଗଠନ କରାଯାଇଛି । ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ଏବେ SSF ବାଟାଲିଅନକୁ ଟ୍ରେନିଙ୍ଗ ଦିଆଯାଇଛି । ଏଥିରେ ୟୁପି ପୁଲିସରୁ ଉକ୍ରୃଷ୍ଟ ପ୍ରଦର୍ଶନ କରିଥିବା ଯବାନମାନଙ୍କୁ ନିଆଯାଇ ପ୍ରଶିକ୍ଷଣ ଦିଆଯାଇଛି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024