ଆତଙ୍କବାଦୀଙ୍କ ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡ୍ରୋନ

ଆତଙ୍କବାଦୀଙ୍କ ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡ୍ରୋନ

ଜାମ୍ମୁରେ ଆତଙ୍କବାଦୀ ଙ୍କ ଉପରେ ନଜର ରଖିବା ପାଇଁ କାମ କରିବ ଡ୍ରୋନ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ସଂଯୁକ୍ତ ହୋଇଛି । ସୁରକ୍ଷାକର୍ମୀ ମାନେ ଅପରସେନ ରୁ ଯିବା ପୂର୍ବରୁ ଏହି ଡ୍ରୋନ ଜରିଆରେ ସ୍ଥିତିର ଅନୁଧ୍ୟାନ କରିପାରିବେ । ଘଟଣାସ୍ଥଳର ସ୍ଥିତି ଜାଣିବା ପରେ ଅପରେସନ୍ ପାଇଁ ଆଗକୁ ବଢିପାରିବେ । ଏହି ଡ୍ରୋନ ଉଚ୍ଚ ସ୍ଥାନ, ପାହାଡିଆ ସ୍ଥାନ,ଖାଲୁଆ ସ୍ଥାନ ଏବଂ ଆବଶ୍ୟକ ପଡିଲେ ପାଣିରେ ମଧ୍ୟ କାମ କରିପାରିବ । ଏହା 16 କୋଟି ଓଜନ ଉଠେଉବାକୁ ସକ୍ଷମ ଅଟେ । ଏହି ଡ୍ରୋନ ସୁରକ୍ଷା କ୍ଷେତ୍ର ରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *