ଜେରା ହେବେ ବଲିଉଡ ଷ୍ଟାର ଗୋବିନ୍ଦା

ଜେରା ହେବେ ବଲିଉଡ ଷ୍ଟାର ଗୋବିନ୍ଦା

ପଂଜି ସ୍କିମ ମାମଲାରେ ଜେରା ହେବେ ବଲିଉଡ ଷ୍ଟାର ଗୋବିନ୍ଦା । ଓଡିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଗୋବିନ୍ଦାଙ୍କୁ ଜେରା କରିବ । ସୋଲାର ଟେକ୍ନୋଲୋଜି ଆଲିଏନ୍ସର ଠକେଇ ମାମଲରେ ଗୋବିନ୍ଦାଙ୍କୁ ପଚାରାଉଚରା କରିବେ EOW । ତେବେ ଗୋଆ ଠାରେ ଆୟୋଜିତ ହୋଇଥିବା ଏସଟିଏର ଲଂଚି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସଂସ୍ଥାରେ ଯୋଗଦେବାକୁୁ ପ୍ରୋତ୍ସାହିତ କରିଥିଲେ ଗୋବିନ୍ଦା । ପ୍ରାୟ ୧ହଜାର କୋଟି ଟଙ୍କାର ସ୍କାମରେ ଗୋବିନ୍ଦାଙ୍କର କଣ ହାତ ରହିଛି ଏନେଇ ଖୋଲତାଡ କରିବ EOW । ଖୁବଶୀଘ୍ର EOWର ଏକ ଟିମ ମୁମ୍ବାଇ ଯାଇ ଗୋବିନ୍ଦାଙ୍କୁ ପଚରାଉଚରା କରିବ ।

author

Related Articles

Leave a Reply

Your email address will not be published. Required fields are marked *