୨୦୩୦ରେ ପେଟ୍ରୋଲ କାର୍ ଦାମ୍‌ରେ ମିଳିବ ଇଭି କାର୍‌

୨୦୩୦ରେ ପେଟ୍ରୋଲ କାର୍ ଦାମ୍‌ରେ ମିଳିବ ଇଭି କାର୍‌


ବ୍ୟାଟେରିର ଦାମ କମିଛି ଯାହାଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ପେଟ୍ରୋଲ୍ କାର ଦାମରେ ଇଭି କାର ମିଳିବ ବୋଲି ସୂଚନା ମିଳୁଛି । ରହି ମାଉଣ୍ଟେନ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହା ଅଅକଳନ କରାଯାଇଛି । ପ୍ରଥମେ ୟୁରୋପ ସହରରେ ୨୦୨୪ରେ ଓ ପରେ ଆମୋରିକା ଭଳି ବଡ ବଡ ସହରରେ ଏହି ଈଭି କାର ଦେଖିବାକୁ ମିଳିବ । ତେବେ ବ୍ୟାଟେରିର ଦାମ କମ ହୋଇଥିବାରୁ ଏହି ଇଭିକାର ବଜାରକୁ ଆସିବ । ବ୍ୟାଟେରିର ଦାମ୍ ୧୫୧ରୁ ୬୦ ଡଲାର ହୋଇଛି ଯାହା ଫଳରେ ପେଟ୍ରୋଲ କାର ଦାମରେ ଇଭି କାର ବିକ୍ରି ହେବାର ସମ୍ଭାବନା ବଢି ଯାଇଛି । ଏହି ଇଭି କାର ପ୍ରସ୍ତୁତ ପାଇଁ ବହୁ କମ୍ପାନୀ ଲାଗିଛନ୍ତି ଯାହା ପାଇଁ ପର୍ଯ୍ୟପ୍ତ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି । ସାରା ବିଶ୍ୱରେ ଇଲେକ୍ଟ୍ରି ଗାଡିର ଚାହିଦା ବଢିବାରେ ଲାଗିଛି ଯଉାହା ଫିଳରେ ଲୋକଙ୍କ ମନରେ ଇଭି କାର କିଣିବାକୁ ଆଗ୍ରହୀ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *