କର୍ଣ୍ଣାଟକରେ ଭାଙ୍ଗିବ ସିଦ୍ଦରମେୟା ସରକାର

କର୍ଣ୍ଣାଟକରେ ଭାଙ୍ଗିବ ସିଦ୍ଦରମେୟା ସରକାର

କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମ଼ିଳିବ ବଡ ପତିବର୍ତ୍ତନ । ଶାସନ କରୁଥିବା କଂଗ୍ରେସର ସିଦ୍ଦରମେୟା ସରକାର ଭାଙ୍ଗିଯିବାର ଆଶଙ୍କା କରାଯାଉଛି । ରାଜ୍ୟର ୪୫ ଜଣ ବିଧାୟକ ଏବେ କଂଗ୍ରେସ ଛାଡି ବିଜେପିରେ ମିଶିବାର ପ୍ଲାନିଂ କରୁଛନ୍ତି । ଯାହାକୁ ନେଇ ବିଜେପି ବାସଭବନରେ ବୟାନ ଦେଇଛନ୍ତି ବାସନଗୌଡା ଆର ପାଟିଲ । ୨୦୨୪ ପହିଲା ବର୍ଷରୁ କଂଗ୍ରେସର ସରକାର ଭାଙ୍ଗିବା ସହ ବିଜେପି ସରକାର ଗଢିବ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି କଂଗ୍ରେସର ବରିଷ୍ଠ ବିକେ ହରିପ୍ରସାଦ କୌଣସି ପ୍ରାଧାନ୍ୟ ଦେଇନାହାନ୍ତି । ଯାହା ଫଳରେ ବିରୋଧି ବିଜେପି ସରକାର ଗଠନ କରିବ ବୋଲି ଆଶା ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *