ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିହ୍ନଂ କୁରୁମେଦେବ ସର୍ବକାର୍ଯ୍ୟେଷୁ ସର୍ବଦା

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିହ୍ନଂ କୁରୁମେଦେବ ସର୍ବକାର୍ଯ୍ୟେଷୁ ସର୍ବଦା

ପବିତ୍ର ଗଣେଶ ଚତୁର୍ଥୀର ଆପଣଙ୍କୁ ଅନେକ ଅନେକ ଶୁଭକାମନା । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଆଜିର ଦିନରେ ବିଘ୍ନହରତା ବିଘ୍ନନାଶନ ଅଗ୍ରପୂଜ୍ୟ ଗଣେଶ ପୂଜା କରାଯାଏ । ଭଗବାନ ଶିବ ଏବଂ ମାତା ପାର୍ବତିର ସନ୍ତାନ ଥିଲେ ଶ୍ରୀଗଣେଶ । ଏକଦା ଶିବ ନିଜ କ୍ରୋଧକୁ ନିୟନ୍ତ୍ରଣ କରିନପାରି ଗଣେଶଙ୍କର ମସ୍ତକ ଚିହ୍ନ କରିଥିଲେ । ଯାହା ଫଳରେ ହାତୀ ମୁଣ୍ଡ ଯୋଡା ହେବାରୁ ତାଙ୍କ ନାଁ ଗଣେଶ ରହିଥିଲା । ଶବିଙ୍କ ବରଦାନରୁ ସେ ଜୀବନ ପାଇଲେ ଏବଂ ଅଗ୍ରପୂଜ୍ୟର ମାନ୍ୟତା ପାଇଲେ । ଗଣେଶଙ୍କୁ ବିଦ୍ୟାର ଦେବତା ମଧ୍ୟ କହନ୍ତି ନିଜ ବୁଦ୍ଧି ବଳରେ ବାପା ମାଙ୍କୁ ପୃଥିବୀ କରି ୩ଘେରା କରିଥିଲେ ଓ ନିଜ ଭାଇ କାର୍ତ୍ତିକଙ୍କୁ ହରାଇଥିଲେ । ପଶ୍‌ୁର୍ରାମଙ୍କ ଅଂହକାର ଭାଙ୍ଗି ଏକଦନ୍ତ କହିଥିଲେ । ଭଗବାନ ବେଦବ୍ୟାସଙ୍କ ରଚୟିତ ମହାଭାରତ କାବ୍ୟକୁ ବର୍ଣ୍ଣନା କରିବାକୁ ଯାଇ ନିଜ ଦାନ୍ତ ଭାଙ୍ଗିଥିବାରୁ ମଧ୍ୟ ତାଙ୍କୁ ଏକଦନ୍ତର ମାନ୍ୟତା ମଦ୍‌ୟ ଦିଆଯାଇଛି । ଗଣେଶଙ୍କ ବାହାନ ମୂଷାମଧ୍ୟ ଗଣେଶ ପୂଜାରେ ପୂଜା ପାଆନ୍ତି । ତେବେ ମୋଦକ ବା ଲଡୁ ଗଣେଶଙ୍କୁ ଭୋଗ ଲଗାଯାଏ । ତେବେ ସୃଷ୍ଟିକୁ ରକ୍ଷା କରିବା ପାଈ ଅନେକ ଅସୁର ଗଣେଶଙ୍କ ଦ୍ୱାରା ବଧ କରାଯାଇଛି । ଗଣେଶଙ୍କର ୨ଟି ପତ୍ନୀ ଥିଲେ ରିଧି ଆଉ ସିଧି । ଭାରତର ମୁମ୍ଭାଇରେ ଦିଘ୍ର୯ ଦିନ ଧରି ଗଣେଶ ପୂଜା ମହାଆଡମ୍ବରରେ ପାଳନ କରାଯାଏ । ଆଜିର ଦିନରେ ସାରା ଭାରତରେ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଭକ୍ତ ମାନେ ଆର୍ଶବାଦ ନେଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *