କାଶ ତଣ୍ଡୀ ଫୁଲ ପ୍ରତି ବର୍ଷ ଶରତ ଋତୁରେ କାହିଁକି ପ୍ରସ୍ଫୁଟିତ ହେବାର ଦେଖିବାକୁ ମିଳେ

କାଶ ତଣ୍ଡୀ ଫୁଲ ପ୍ରତି ବର୍ଷ ଶରତ ଋତୁରେ କାହିଁକି ପ୍ରସ୍ଫୁଟିତ ହେବାର ଦେଖିବାକୁ ମିଳେ

କାଶ ତଣ୍ଡି ହସିଲାଣି ମୋ ଘର ପାଖରେ..
ପାର୍ବଣ ଆସୁଛି ବୋଲି ମନ ତାର ଖୁସିରେ..
ନାଚୁଛି ଝୁମୁଚି ସତେ ସାଗରେ ଲହରୀ…
ଦେବୀ ଦୁର୍ଗା ଆସୁଛନ୍ତି ବାଜେ ଶୁଭ ମହୁରୀ…
ଧବଳ ଶାଢ଼ୀ ପିନ୍ଧି ନାଚୁଛି ଧରଣୀ..
ମନେ ପଡେ କାଶ ଚଣ୍ଡୀ ଜୀବନ କାହାଣି…
ରାଜା ପୁଅ ମନ ମାରି ବସିଛି ପଠାରେ….
କାଶ ତଣ୍ଡୀ ହସୁଅଛି ଧରଣୀ ପୃଷ୍ଟରେ ….
ଶରତ ର ଆଗମନେ ଗଗନ ନିର୍ମଳ…
କାଶ ତଣ୍ଡୀ ଆବରଣେ ଧରଣୀ ଧବଳ…
ଅପୂର୍ଵ ଦିଶେ ତା ରୂପ ମାଧୁରୀ…
କବି ଆଉ ପଥିକ ର ମନ କରେ ଚୋରି…
କାଶ ତଣ୍ଡୀ ର ଶୋଭା ଅଳପ ଦିନର…
ଅପେକ୍ଷା ରେ ଅଛି ସେ ମା” ଆଗମନ ର…
ମା ଆସି ଫେରି ଯିବେ ତାଙ୍କ ନିଜ ସ୍ଥାନକୁ….
କାଶତଣ୍ଡୀ ଫେରିବ ପୁଣି ଆର ଶରତକୁ…

author

Related Articles

Leave a Reply

Your email address will not be published. Required fields are marked *