ନୂଆଖାଇରେ ଝୁମୁଛି ପଶ୍ଚିମ ଓଡିଶା

ନୂଆଖାଇରେ ଝୁମୁଛି ପଶ୍ଚିମ ଓଡିଶା


ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ଝୁମୁଛି ସାରା ଓଡିଶା । ନୂଆ ଖାଇ, ନୂଆ ପିନ୍ଧି ଗଣପର୍ବକୁ ପାଳନ କରୁଛନ୍ତି ପଶ୍ଚିମ ଓଡିଶା ଲୋକ । ଓଡିଶା ଏକ କୃଷିପ୍ରଧାନ ରାଷ୍ଟ୍ର ହୋଇଥିବାରୁ ଏହି ଗଣପର୍ବକୁ ଧୁମଧାମରେ ପାଳନ କରାଯାଉଛି । ନୂଆ ଖାଇରେ ଛାଷୀ ମାନେ ନିଜର ପ୍ରଥମ ଧାନକୁ ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା ସମ୍ବଲେଶ୍ୱରୀଙ୍କ ନିକଟରେ ଅପର୍ଣ କରି ପ୍ରସାଦ ରୂପେ ତାକୁ ଖାଆନ୍ତି । ଘରେ ଘରେ ପିଠାପଣାର ଆସର ଯମେ ନୂଆ ଖାଇରେ । ତେବେ ପଶ୍ଚିମ ଓଡିଶାର ମା ସମ୍ବଲେଶ୍ୱରୀଙ୍କ ନିକଟରେ ନୂଆଖାଇ ଦିନ ନିର୍ଦ୍ଧାରିତ ସମୟନୁସାରେ ନବାନ୍ନ ଲାଗି ହୋଇଛି । ମାଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଏବେ ସାରା ପଶ୍ଚିମ ଓଡିଶାବାସୀ ନୂଆଖାଇ ପାଳୁଛନ୍ତି । ନୂଆଖାଇ ଜୁହାର ଭେଟଘାଟରେ ଦୁଲୁକୁଛିପଶ୍ଚିମ ଓଡିଶା ।

author

Related Articles

Leave a Reply

Your email address will not be published. Required fields are marked *