ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

କେରଳ ରେ ଜନ୍ମ ହୋଇଥିବା ଆଦି ଶଙ୍କରାଚାର୍ଯ୍ୟ ପିଲାଟି ଦିନରୁ ସନ୍ୟାସୀ ଗ୍ରହଣ କରି ମଧ୍ୟପ୍ରଦେଶର ଓଁଙ୍କାରେଶ୍ୱରରେ ରହୁଥିଲେ । ଆଜି ସେହି ଓଁଙ୍କାରେଶ୍ୱରଠାରେ ଶଙ୍କରାଚାର୍ଯ୍ୟଙ୍କର 108 ଫୁଟ ଉଚ୍ଚର ବିଶାଳ ମୂର୍ତ୍ତିକୁ ସ୍ଥାପନ କରାଯିବ । ମାନ୍ଧାତା ପର୍ବତରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣ ପାଇଁ 2141 କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ନର୍ମଦା ନଦୀ ନିକଟରେ ଅଷ୍ଟଧାତୁରେ ଏହି ବିଶାଳ ପ୍ରତିମା କୁ ପ୍ରସ୍ତୁତ କରାଯାଇଛି । ଆଜି ଏହାର ଶୁଭ ଉଦଘାଟନ ହେବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିବେ ।

author

Related Articles

Leave a Reply

Your email address will not be published. Required fields are marked *