ଫାଇନାଲ ଖେଳିବ ଏସୀୟ ମହିଳା କ୍ରିକେଟ ଟିମ୍

ଫାଇନାଲ ଖେଳିବ ଏସୀୟ ମହିଳା କ୍ରିକେଟ ଟିମ୍

ଭାରତର ମହିଳା କ୍ରିକେଟ ଟିମ୍ ଏସୀୟ କ୍ରୀଡାର ସେମିଫାଇନାଲରେ ଭାରତ ବାଂଲାଦେଶକୁ 8 ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଭାରତକୁ 52 ରନ ଟାର୍ଗେଟ ଦେଇଥିଲା । ଟାର୍ଗେଟକୁ ପୂରଣ କରି ବାଂଲାଦେଶକୁ 2 ୱିକଟରେ ହରାଇ ବିଜୟୀ ହୋଇଛି । ଫାଇନାଲରେ ପହଂଚିବା ସହ ଭାରତୀୟ ମହିଳା କିକ୍ରେଟ ଟିମ୍ ରୌପ୍ୟ ପଦକ ପକ୍କା କରିଛି । ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ । ବିଜୟ ଦଳ ସହ ଟିମ୍ ଇଣ୍ଡିଆ ଫାଇନାଲ ଖେଳିବ । ଆରମ୍ଭରୁ 2ଟି ପଦକ ହାତେଇଛି । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା ।

author

Related Articles

Leave a Reply

Your email address will not be published. Required fields are marked *