ଫୋନପେ ଆରମ୍ଭ କଲା ଇଣ୍ଡସ୍ ଆପ୍ ଷ୍ଟୋର

ଫୋନପେ ଆରମ୍ଭ କଲା ଇଣ୍ଡସ୍ ଆପ୍ ଷ୍ଟୋର

ଫୋନପେ ଏକ ନୂଆ ଆପ୍ ଷ୍ଟୋର ଆରମ୍ଭ କରିଛି । ଯାହାର ନାଁ ରହିଛି ଇଣ୍ଡସ୍ ଆପ୍ ଷ୍ଟୋର । ଗୁଗୁଲ ପେ ସହିତ ପ୍ରତିଯୋଗିତା କରିବା ପାଇଁ ଆସିଗଲା ଇଣ୍ଡସ୍ ଆପ ଷ୍ଟୋର । ଭାରତ ଦ୍ୱାରା ନିର୍ମିତ ଏହି ଇଣ୍ଡସ୍ ଆପ ଷ୍ଟୋର ଆଣ୍ଡ୍ରୋଏଡ ଫୋନ ବ୍ୟବହାରକାରୀ ପାଇପାରିବେ । ଏଥିରେ ଇଂରାଜୀ ସହ 12ଟି ଭାଷାକୁ ରଖାଯାଇଛି । ଫଳରେ ବ୍ୟବହାରକାରୀ ନିଜ ଭାଷାକୁ ଚୟନ କରିପାରିବେ । ଏଥିରେ ପଞ୍ଜିକୃତ କରିବା ପାଇଁ ପ୍ରଥମେ ମାଗଣାରେ କରିବା ପାଇଁ ପଡିବ । ଏବଂ ପରେ ଏ ବାବଦରେ କଂପାନୀ ସ୍ୱସ୍ପ ଫିସ ଆଦାୟ କରିବ । ଏହାର ମୁଖ୍ୟ ହେଉଛନ୍ତି ଆକାଶ ଡ୍ରୋଙ୍ଗେ । ଭାରତୀୟ ବଜାରରେ ପହଞ୍ଚିବା ନିମନ୍ତେ ଆଣ୍ଡ୍ରୋଏଡ ଡେଭଲପକାରୀମାନଙ୍କ ପାଇଁ ଏହା ଏକ ବିକଳ୍ପ ଡିଷ୍ଟ୍ରିବୁସନ ଚ୍ୟାନେଲ ହେବ । ଏଥିରେ ମୋବାଇଲ ନମ୍ବର ଦ୍ୱାରା ଲଗଇନ କରାଯିବ ଲଗଇନ ପାଇଁ ଇମେଲର କୌଣସି ଆବଶ୍ୟକତା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *