ଭାରତୀୟ ଡ୍ରୋନର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭାରତୀୟ ଡ୍ରୋନର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭାରତୀୟ ବାୟୁସେନା ସହ ମିଶି ଭାରତୀୟ ଡ୍ରୋନ୍ ସଂଘ ଭାରତ ଡ୍ରୋନ୍ ଶକ୍ତି-୨୦୨୩’ ଆୟୋଜନ କରିଛି । ଆଉ ଏହାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନା ପକ୍ଷରୁ ହିଂଡେନ୍ ଏୟାରବେସରେ ଅନୁଷ୍ଠିତ ହୋଇଛି ଡ୍ରୋନ୍ ଶୋ’ । ଉତ୍ତରପ୍ରଦେଶର ସ୍ଥିତ ହିଂଡେନ୍ ଏୟାରବେସରେ ଭାରତର ସ୍ୱଦେଶୀ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଏହି ଡ୍ରୋନ୍ ସୋରେ ବାୟୁସେନା ମୁଖ୍ୟ ବି.ଆର୍ ଚୌଧୁରୀ ମଧ୍ୟ ସାମିଲ ରହିଛନ୍ତି । ଡ୍ରୋନ୍ ସହାୟତାରେ ସେନାଙ୍କ ପାଖରେ ସମସ୍ତ ପ୍ରକାର ଜରୁରୀ ସାମଗ୍ରୀ ପହଞ୍ଚାଇବା ଭଳି ଦକ୍ଷତା ଦେଖାଇଛନ୍ତି ଡ୍ରୋନ୍ ସଂଘ । ତେବେ ଏହି ଡ୍ରୋନ୍ ଶୋ’ ଆଗାମୀ ଦୁଇ ଦିନ ଯାଏଁ ଜାରି ରହିବ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଭାରତକୁ ଆସିବାକୁ ଥିବା ସି-୨୯୫ ଏୟାରକ୍ରାପ୍ଟକୁ ଭାରତୀୟ ସେନାରେ ସାମିଲ କରାଇବେ ।

author

Related Articles

Leave a Reply

Your email address will not be published. Required fields are marked *