ମାଗଣାରେ ଟ୍ରେନ ଯାତ୍ରା

ମାଗଣାରେ ଟ୍ରେନ ଯାତ୍ରା

ଲୋକସଂଖ୍ୟାରେ ସର୍ବାଧିକ ଥିବା ଆମ ଦେଶରେ ଯାତାୟତର ପ୍ରମୁଖ ମଧ୍ୟମ ହେଉଛି ଟ୍ରେନ । କମ ଖର୍ଚ୍ଚରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟତ କରିହୁଏ । କିନ୍ତୁ ଏପରି ଟ୍ରେନ ଅଛି ଯାହା ବିନା ମୂଲ୍ୟରେ ଯାତାୟତର ସୁବିଧା ଯୋଗାଏ । ଏହି ଟ୍ରେନ ଟି ହେଉଛି ପଂଜାବର ଭାକ୍ରା ଟ୍ରେନ । ଯାହା ଏଲକ ଯାତ୍ରୀବାହୀ ଟ୍ରେନ । ପଂଜାବ ଓ ହିମାଚଳର ଭାକ୍ରା-ନାଙ୍ଗଲ ମଧ୍ୟରେ ଯାତାୟତ କରେ । ୧୯୪୮ରେ ପ୍ରଥମେ ଭାକ୍ରା-ନଙ୍ଗଲ ସେତୁ ନିର୍ମାଣ ସମୟରେ କାର୍ଯ୍ୟରତ ଶ୍ରମିକ ଓ ସେମାନଙ୍କ ସରଂଜାମକୁ ମାଗଣାରେ ଏହି ଟ୍ରେନ ପରିବହନ କରାଯାଉଥିଲା । ସେତୁ ନିର୍ମାଣ ସରିବା ପରେ ମଧ୍ୟ ସେଠାକାର ଲୋକଙ୍କ ପାଇଁ ମାଗଣାରେ ଏହି ଟ୍ରେନ ସୁବିଧା ଯୋଗଇ ଆସୁଛି ।

author

Related Articles

Leave a Reply

Your email address will not be published. Required fields are marked *