ମୋଟାପଣକୁ ଦ୍ୱର କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ଉପାୟ..

ମୋଟାପଣକୁ ଦ୍ୱର କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ଉପାୟ..

ବର୍ଷା ଦିନେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଏା । ସେଥିମଧ୍ୟରୁ ଥଣ୍ଡା-ଜ୍ୱର ଏକ ପ୍ରମୁଖ ରୋଗ ।ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଶୁଣ୍ଠି ଖାଆନ୍ତୁ । ଶୁଣ୍ଠି ସାଧାରଣତଃ ଅଦାକୁ ଶୁଖାଇ କରାହୁଏ ।ଏହାକୁ ଖାଇଲେ ଥଣ୍ଠା, କାଶ ଗଳାଦରଜ କମିବା ସହ ମୋଟାପଣକୁ ମଧ୍ୟ ଦ୍ୱର କରେ ଏହା ସହ ହଜମ ହେବାର ମଧ୍ୟ ସହାୟକ ହୁଏ ।ହାଲୁକା ଉଷୁମ ପାଣିରେ ଶୁଣ୍ଠିକୁ ଖିଆଯାଏ । ଶୁଣ୍ଠି ଖାଇଲେ ଆଥ୍ରାଇଟିସ ଭଲି ରୋଗର ଯନ୍ତ୍ରଣାରୁ ଆରମ ମିଳେ । ତ୍ୱାଚକୁ ସୁନ୍ଦର କରିବାରେ ମଧ୍ୟ ସହାୟ ହୁଏ । ୧୦ରୁ ୨୦ ମିନିଟ କ୍ଷୀରରେ ଶୁଣ୍ଠକୁ ତ୍ୱଚାରେ ଲଗାଇଲେ ତ୍ୱଚା ଉଜ୍ୱଳ ଦିଶେ । ଏଥିରେ ଫାଇବର, ମ୍ୟାଗ୍ନେସିୟମ, ସୋଡିୟମ, ଭିଟିମିନ-ଏ ରହିଥାଏ । ।

author

Related Articles

Leave a Reply

Your email address will not be published. Required fields are marked *