ପଳାଶୁଣୀ ଦୁର୍ଗାପୂଜା ମାଟି ଅନୁକୂଳ..

ପଳାଶୁଣୀ ଦୁର୍ଗାପୂଜା ମାଟି ଅନୁକୂଳ..

ଭୁବନେଶ୍ଵର : ପବିତ୍ର ସୁନିଆ ତିଥିରେ ପଳାଶୁଣୀ ଦୁର୍ଗାପୂଜା ପକ୍ଷରୁ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ହୋଇଯଇଛି | କମିଟିର ସଭାପତି ପ୍ରଭାତ କୁମାର ପରିଡା ମାଟି ଅନୁକୂଳ କରିଥିଲେ | କୁଆଖାଇ ନଦୀପଠାରୁ ରୀତିନୀତି ଅନୁସାରେ ପୂଜା କରାଯିବ ପରେ ଘଣ୍ଟାଘଣ୍ଟା ,ସଂଖ ଓ ବାଦ୍ୟ ଧ୍ୱନିରେ ପୂଜା ହୋଇଥିବା ମାଟିକୁ ଗ୍ରାମ ପରିକ୍ରମା କରାଯାଇ ମଣ୍ଡପ ରେ ରଖାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *