ବର୍ଷକ 12 ମାସ ପରିବର୍ତ୍ତେ 13 ମାସ

ବର୍ଷକ 12 ମାସ ପରିବର୍ତ୍ତେ 13 ମାସ

ସାଧାରଣତଃ ଆମେ ଜାଣିଛେ ବର୍ଷକ 365 ଦିନ ଏବଂ 12 ମାସ । 12 ମାସରେ ହିଁ ଗୋଟିଏ ବର୍ଷ ହୋଇଥାଏ । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ 13 ମାସରେ ଗୋଟିଏ ବର୍ଷ ହୋଇଥାଏ । ଏହି ଦେଶ ଆଫ୍ରିକା ମହାଦେଶର ରହିଛି ଯାହାର ନାଁ ଇଥିଓପିଆ । ଏହା ଆଫ୍ରିକାର ଦ୍ୱିତୀୟ ଜନବହୁଳ ଦେଶ,ଏଠାକାର ବାସିନ୍ଦା ଏକ ଭିନ୍ନ କ୍ୟାଲେଣ୍ଡର ଅନୁସରଣ କରିଥାନ୍ତି ସେଥିପାଇଁ ଏଠାରେ ବର୍ଷକ 13 ମାସ । ଏଠାରେ ବର୍ଷର ଶେଷ ମାସକୁ ପେଗୁମ କୁହାଯାଇଥାଏ ଯାହା ମାତ୍ର 5ରୁ 6 ଦିନ ଚାଲିଥାଏ ଏବଂ ଏଠାରେ ନୂଆ ବର୍ଷ 1 ଜାନୁୟାରୀ ପରିବର୍ତ୍ତେ 11 ସେପ୍ଟେମ୍ବର ରେ ପାଳନ କରାଯାଏ । ଇଥିଓପିଆରେ ଗ୍ରେକୋରିଆନ ନାମକ ବିଚିତ୍ର କ୍ୟାଲେଣ୍ଡର 1582 ମସିହାରୁ ଚାଲିଆସୁଛି ଏହାର ରାଜଧାନୀ ଅଦିସଅବାବା ।

author

Related Articles

Leave a Reply

Your email address will not be published. Required fields are marked *