ସ୍ୱଚ୍ଛ ସମାଜ ସୁସ୍ଥ ପରିବେଶ ଗାନ୍ଧୀଙ୍କ ସ୍ୱପ୍ନ।

ସ୍ୱଚ୍ଛ ସମାଜ ସୁସ୍ଥ ପରିବେଶ ଗାନ୍ଧୀଙ୍କ ସ୍ୱପ୍ନ।

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ। ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସ୍ୱଚ୍ଛ ସମାଜ ସୁସ୍ଥ ପରିବେଶର‌ ନାରା ଦେଇ ସ୍ୱଚ୍ଛତା ଆଡ଼କୁ ଆଉ ଏକ ପାଦ ବଢ଼ାଇଛି ଓଏସିସ୍ । ନିଆରା ଢଙ୍ଗରେ ପାଳନ କରିଛି ଗାନ୍ଧୀ ଜୟନ୍ତୀ। ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ରହି ପରିବେଶକୁ ସଫାକରିବା ସହ ସମାଜର ସ୍ୱଚ୍ଛତା ପାଇଁ ଏକ ବାର୍ତ୍ତା ଦେଇଛି। ସ୍ୱଚ୍ଛ ଭାରତ- ସ୍ୱଚ୍ଛତା କେ ଔର ଏକ କଦମ ନାରା ସହ ଅନୁଷ୍ଠାନର ସମସ୍ତ କର୍ମଚାରୀ, ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ହାତରେ ଝାଡୁ ଧରି, ଭୁବନେଶ୍ୱରର ନାଲକୋ ଛକଠାରେ ଅଳିଆ ସଫା କରିଛନ୍ତି। ଏ ଅବସରରେ ଅନୁଷ୍ଠାନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଇଂ ପ୍ରଦୀପ୍ତ ମହାନ୍ତି ଗାନ୍ଧୀ ଜୟନ୍ତୀ ଓ ତାର ପରିଭାଷାକୁ ନେଇ ସମ୍ବୋଧିତ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *