ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର କିଛି ଅଂଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି । ଆଭ୍ୟନ୍ତରୀଣ ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ । ସୂଚନାନୁସାରେ ରାଜ୍ୟରେ ଆସନ୍ତା ୫ଦିନ ପାଗ ଶୁଖିଲା ରହିବା ସହ ବର୍ଷାର ସମ୍ଭାବନା କମ ରହିଛି । ଦିନର ସର୍ବୋଚ୍ଚ ତାପମାତ୍ର ୩୩ ଡିଗ୍ରୀ ଥିବା ବେଳେ ରାତିର ତାପମାତ୍ରା ୨୫ଡିଗ୍ରୀ ରହିଛି । ଆସନ୍ତା ୧୫ ତାରିଖ ଭିତରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ରହଛି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024