କୁକୁର ପିଞ୍ଜରାରେ ରହୁଛନ୍ତି ମହିଳା

କୁକୁର ପିଞ୍ଜରାରେ ରହୁଛନ୍ତି ମହିଳା

ପିଞ୍ଜରାରେ ବନ୍ଦୀ ହେଲେ ଅଣନିଶ୍ୱାସୀ ଲାଗିଥାଏ । ପଶୁପକ୍ଷୀ ମାନଙ୍କୁ ପିଞ୍ଜରାରେ ରଖାଯାଇଥାଏ କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଜଣେ ମହିଳା ଅଛନ୍ତି ଖଟ ଅପେକ୍ଷା ଆବଦ୍ଧ ପିଞ୍ଜରା ଘରେ ରହିବାକୁ ଭଲ ପାଉଛନ୍ତି । ଆମେରିକାର ଲିଆ ପାର୍କର  କୁକୁର ପିଞ୍ଜରାରେ ରାତି ବିତାଉଛନ୍ତି । ତାଙ୍କ ବୟସ 21 ବର୍ଷ । ସେ ଏହି ପିଞ୍ଜରାକୁ ସୁନ୍ଦର ଭାବରେ ସଜାଇଛନ୍ତି । ତେବେ ସେ ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ୍ ଡିଜ୍ଅଡର ନାମକ ରୋଗରେ ପୀଡିତ ଥିବା ହେତୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ କୁକୁର ପିଞ୍ଜରାର ବ୍ୟବହାର କରୁଛନ୍ତି । ତାଙ୍କର ଏପରି ଭିନ୍ନ ପ୍ରୟାସକୁ କେତେ ଲୋକ ଟ୍ରୋଲ କରୁଥିବା ବେଳେ ଆଉ କେହି ପ୍ରଶଂସା କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *