ଏଠାରେ ପୂଜା ପାଆନ୍ତି ୩୦ହଜାର ସାପ

ଏଠାରେ ପୂଜା ପାଆନ୍ତି ୩୦ହଜାର ସାପ

ହିନ୍ଦୁ ଧର୍ମର ଅନେକ ମନ୍ଦିରରେ ସାପକୁ ପୂଜା କରାଯାଏ । ତେବେ ଏପରି କିଛି ମନ୍ଦିର ଅଛିି ଯେଉଁଠି ୩୦ହଜାର ସାପକୁ ପୂଜା କରାଯାଏ । ଏହା ହେଉଛି ମନ୍ନାରାଶାଳାର ସାପ ମନ୍ଦିର । ଏଠାକାର ଲୋକ କହନ୍ତି ଏହି ମନ୍ଦିରରେ ୩୦ହଜାର ନାଗ ବାସ କରନ୍ତି ।

ତେବେ ମହାଭାରତରେ ଖାଣ୍ଡବ୍ୱା ନାମକ ପ୍ରଦେଶ ଯେଉଁଠି ସାପ ମାନଙ୍କର ବାସସ୍ଥାନ ଥିଲା ତାହାକୁ ନଷ୍ଟ କରିଦିଆଯାଇଥିଲା । ସେହି ପ୍ରଦେଶର କିଛି ଅଂଶ ହେଉଛି ଏହି ମନ୍ନାରାଶାଳା ମନ୍ଦିର । ଏହି ମନ୍ଦିରରେ ୩୦ହଜାର ସାପପୂଜା କରାଯାଏ । ଏହି ମନ୍ଦିରରେ ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ନାରୀ ମାନେ ପୂଜା କରନ୍ତି । ଏହି ମନ୍ଦିରେ ୫ମୁଣ୍ଡ ଥିବା ସାପର ପୂଜା କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *