ଏହି 5ଟି ରାଜ୍ୟରେ ହେବ ଆଗୁଆ ନିର୍ବାଚନ

ଏହି 5ଟି ରାଜ୍ୟରେ ହେବ ଆଗୁଆ ନିର୍ବାଚନ

ମଧ୍ୟପ୍ରଦେଶ,ରାଜସ୍ଥାନ,ଛତିଶଗଡ,ମିଜୋରମ ଓ ତେଲେଙ୍ଗାନାରେ ହେବ ଆଗୁଆ ନିର୍ବାଚନ । ଏହି 5ଟି ରାଜ୍ୟରେ ଆଜି ନିର୍ବାଚନ ତାରିଖ ଘୋଷଣା ହେବ । ଆଜି ଦିନ 12ଟାରେ  ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆସନ୍ତା ନଭେମ୍ବର-ଡିସେମ୍ବରରେ ଏହି 5ଟି ରାଜ୍ୟରେ ନିର୍ବାଚନ ହୋଇପାରେ । ମିଜୋରାମରେ ଆସନ୍ତା ଡିସେମ୍ବର ୧୭ରେ ବିଧାନସଭା କାର୍ଯ୍ୟକାଳ ପୂରୁଛି।

ସେହିପରି ତେଲଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜାନୁଆରୀ ସୁଦ୍ଧା ବିଧାନସଭା କାର୍ଯ୍ୟକାଳ ପୂରୁଛି। ନିର୍ବଚନକୁ ନେଇ ପୂର୍ବରୁ ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକଙ୍କ ସହ ବୈଠକରେ ଆଲୋଚନା କରିସାରିଛନ୍ତି । ପୋଲିସ, ସାଧାରଣ ବ୍ୟବସ୍ଥାକୁ କଡାକଡି ପାଇଁ ସମସ୍ତ ଆଲୋଚନା ହୋଇସାରିଛି ।

author

Related Articles

Leave a Reply

Your email address will not be published. Required fields are marked *