ଭାରତ-ପାକିସ୍ତାନ ମ୍ୟାଚ, ଟସ ଜିତିଲା ଭାରତ, ପ୍ରଥମେ ବୋଲିଂ କିରିବାର ନିଷ୍ପତ୍ତି

ଭାରତ-ପାକିସ୍ତାନ ମ୍ୟାଚ, ଟସ ଜିତିଲା ଭାରତ, ପ୍ରଥମେ ବୋଲିଂ କିରିବାର ନିଷ୍ପତ୍ତି

କିକ୍ରେଟ ମହାସମର । ଆଜି ଲଢୁଛନ୍ତି ଚୀର ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଜମିଛି । ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ । ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି । ଦଳରେ ଶୁଭମନ ଗିଲ ସାମିଲ ହୋଇଛନ୍ତି, ଇଶାନ କିଷାନଙ୍କୁ ଆଜିର ମ୍ୟାଚରୁ ବାଦ ଦିଆଯାଇଛି । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ବିଶ୍ୱକପରେ ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *