ଆଜିଠୁ ନବରାତ୍ରୀ ପୂଜା, ଶେଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଆଜିଠୁ ନବରାତ୍ରୀ ପୂଜା, ଶେଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଆରମ୍ଭ ହେଲା ନବରାତ୍ରୀ । ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶେଳପୁତ୍ରୀ ବେଶରେ ି ଦର୍ଶନଦେଉଛନ୍ତି ମା’ । ସେଥିପାଇଁ ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଦେଶର ବିଭିନ୍ନ ଶକ୍ତିପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କଟକର ଚଣ୍ଡୀ, ଗଡ ଚଣ୍ଡୀ ଠାରୁ ଆରମ୍ଭ କରି ଭୁବନେଶ୍ୱରୀ ଦେବୀ ତଥା ପୁରୀର ମା ବିମଳା ଦେବୀଙ୍କ ପାଖରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଦର୍ଶନ କରିବାକୁ ଦେବୀପୀଠରେ ଭକ୍ତଙ୍କ ଭିଡି ଜମୁଛି ।

author

Related Articles

Leave a Reply

Your email address will not be published. Required fields are marked *